Author: Sarasinee Subudhi

ଓଡ଼ିଶାରେ ଆଉ ଜଣେ ସୋନମ। ସ୍ଵାମୀଙ୍କୁ ନିର୍ମମ ଭାବେ ହତ୍ୟାକରି ଦେଲା ଆତ୍ମହତ୍ୟା ରୂପ। ନିଜ ହାତରେ ନିଜେ ପୋଛିଲେ ମଥା ସିନ୍ଦୂର। ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ଜଣା ପଡିଛି। ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ଏକ ସାମାନ୍ୟ ଝଗଡ଼ାରୁ ଏହି ନାରକୀୟ କାଣ୍ଡ ଘଟିଥିଲା। ପାରିବାରିକ କଳହକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । କଥା କଟାକଟି ହୋଇଥିଲା ଏହପରେ ହୋଇଥିଲା ହତ୍ୟା। ମୃତକଙ୍କ ନାମ ଅମର ନାୟକ। ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଅମର ଏବଂ ତାଙ୍କ ପତ୍ନୀ ଅଞ୍ଜନା ନାୟକଙ୍କ ମଧ୍ୟରେ ଜୋରରେ ଯୁକ୍ତିତର୍କ କଟାକଟି ହୋଇଥିଲା । ଏହି ଝଗଡ଼ା ଏତେ ବଢିଥିଲା ଯେ କ୍ରୋଧରେ ସ୍ତ୍ରୀ ଅଞ୍ଜନା ଅମରଙ୍କୁ ଶ୍ଵାସରୋଧ କରି ହତ୍ୟା କରିଥିବା…

Read More