Author: Site Admin

ତଦନ୍ତ ପାଇଁ କମିଟି ଗଠନ କର୍ଫ୍ୟୁ ହେଲା କୋହଳ ମଣିପୁରର ଜିରିବାମ୍‌ ଜିଲାରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ନିମନ୍ତେ ରାଜ୍ୟ ସରକାର ଦୁଇଜଣିଆ କମିଟି ଗଠନ କରିଛନ୍ତି। ପୁଲିସ ଗୁଇନ୍ଦା ବିଭାଗ ଆଇଜି କେ.କବିବଙ୍କୁ କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ରେଞ୍ଜ-୩ ଡିଆଇଜି ନିଙ୍ଗ୍‌ସେନ ୱର୍ନଗମ ସଦସ୍ୟ ରହିଛନ୍ତି। ରବିବାର ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ନିରାପତ୍ତାରକ୍ଷୀମାନେ ଗୁଳିଚାଳନା କରିଥିବାବେ​‌ଳେ ଜଣେ ୨୧ ବର୍ଷୀୟ ଯୁବକ ପ୍ରାଣ ହରାଇଥିଲେ। ବିକ୍ଷୋଭକାରୀମାନେ ସାଧାରଣ ସମ୍ପତ୍ତି ନଷ୍ଟ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ରୋକିବାକୁ ଗୁଳିଚାଳନା କରିବାକୁ ପଡିଥିଲା। ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ରେ ୧୦ ଜଣ ବିଦ୍ରୋହୀ ନିହତ ହେବା ପରେ ଗତ ନଭେମ୍ବର ୧୧ ତାରିଖରୁ ଜିରିବାମରେ ବିସ୍ଥାପିତଙ୍କ ଶିବିରରୁ ଏହି ୬ ଜଣ ନିଖୋଜ ଥିଲେ। ତେବେ ଆଜି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଗତ ସପ୍ତାହରେ ସନ୍ଦିଗ୍ଧ କୁକି ଆତଙ୍କବାଦୀଙ୍କ ଦ୍ୱାରା ୬ ଜଣଙ୍କ ମୃତ୍ୟୁ…

Read More