Author: Site Admin

ପଟେଲଙ୍କ ଦେହାନ୍ତ ପରେ ପରିବାରର ଖବର ନେଇନଥିଲେ ନେହେରୁ ! ୧୫ ଡିସେମ୍ବର ୧୯୫୦, ସକାଳ ୯ଟା ୩୦ ମିପିଟ୍‍। ବିରଲା ଭବନ,ମୁମ୍ବାଇ। ଯାହା ଅନେକ ଦିନ ଧରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଠିକଣା ଥିଲା,ସେଠାରେ ପଟେଲ ଏକ ବଡ଼ ହୃଦ୍‍ଘାତରେ ପୀଡ଼ିତ ହୋଇଥିଲେ। ଲୌହମାନବଭାବେ ପରିଚିତ ସର୍ଦ୍ଦାର ପଟେଲ ସେହି ହୃଦ୍‍ଘାତରୁ ବଞ୍ଚି ପାରିନଥିଲେ । ହୃଦ୍‍ଘାତରେ ତାଙ୍କର ଦେହାନ୍ତ ହୋଇଥିଲା। ପ୍ରାୟତଃ କୁହାଯାଏ ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ତାଙ୍କ ଝିଅ ଇନ୍ଦିରା ଗାନ୍ଧୀଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀଭାବେ ପ୍ରସ୍ତୁତ କରୁଥିଲେ। କିନ୍ତୁ ପଟେଲ ନିଜ ସନ୍ତାନଙ୍କୁ ସେମିତି କୌଣସି ରାଜନୈତିକ ଲକ୍ଷ୍ୟ ପାଇଁ ପ୍ରସ୍ତୁତ କରୁନଥିଲେ। ତେବେ ସତ କ’ଣ ? କାରଣ ଯଦିଓ ପଟେଲଙ୍କ ଜୀବଦ୍ଦସାରେ ତାଙ୍କର ପୁଅ ଓ ଝିଅଙ୍କ ମଧ୍ୟରୁ କେହି ମଧ୍ୟ ରାଜନୀତିକୁ ଆସିନଥିଲେ,ତେବେ ତାଙ୍କ ପରେ ସେମାନେ ରାଜନୀତିକୁ ଆସିଥିଲେ। ପୁଅ ଓ ଝିଅ ସାଂସଦ…

Read More