Author: Site Admin

ବାରହା ଜାଲରେ ପଡିଥିଲା ୨ ଅଭିଯୁକ୍ତ ଗିରଫ ଆପଣ ଜାଣି ଥିବେ ବାଘ ମଣିଷ ଖାଏ। କିନ୍ତୁ ବାଘକୁ ମଣିଷ ଖାଏ ବୋଲି କେବେ ଶୁଣିନଥିବେ। ମାତ୍ର ଏମିତି କିଛି ଘଟଣା ଘଟିଛି ଓଡିଶାରେ। ଲୋକେ ବାଘକୁ ମାରି ତାର ମାଂସ ଖାଇଯାଇଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ।  ନୂଆପଡା ଜିଲ୍ଲା କୋମନା ରେଞ୍ଜ ଦେଓଦରହା ଗାଁରେ ଘଟିଛି ଏଭଳି ଘଟଣା। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ଓ ସେମାନଙ୍କ ସହଯୋଗୀମାନେ ଦେଓଧରା ଗ୍ରାମର ଜଙ୍ଗଲ ନିକଟରେ ଜଙ୍ଗଲୀ ଘୁଷୁରି ଶିକାର ପାଇଁ ଜାଲ ବିଛାଇଥିଲେ। ସେଥିରେ ଏକ କଲରାପତରିଆ ବାଘ ପଡିଯାଇଥିଲା। ଜାଲରେ ପଡିଥିବା ବାଘକୁ ମାରି ତାର ମାଂସ ଖାଇଯାଇ ଥିଲେ ଲୋକେ। ତେବେ ବାଘର ମୃତ୍ୟୁ ନେଇ ଖବର ପାଇବା ପରେ ନୂଆପଡା ବନ ବିଭାଗ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ସୁନାବେଡା ଅଭୟାରଣ୍ୟର ପାଦ ଦେଶରେ ଥିବା…

Read More