Author: Site Admin

ମୁଦ୍ରା ହେଉଛି ଅର୍ଥର ଏକ ରୂପ ଯାହା ଦୈନନ୍ଦିନ ଜୀବନରେ କ୍ରୟ ଏବଂ ବିକ୍ରୟ ପାଇଁ ବ୍ୟବହୃତ ହୁଏ। ମୁଦ୍ରା ଭାବେ ଉଭୟ ଧାତୁ ମୁଦ୍ରା ଏବଂ କାଗଜ ନୋଟ୍ ବ୍ୟବହୃତ ହୁଏ । ପୃଥିବୀର ୧୯୫ ଦେଶରେ ସମୁଦାୟ ୧୮୦ ମୁଦ୍ରା ବ୍ୟବହାର ହେଉଛି। ପ୍ରତ୍ୟେକ ଦେଶ ପରି ନେପାଳ ମଧ୍ୟ ନିଜର ମୁଦ୍ରା ଛାପିଥାଏ। ନେପାଳ ନିକଟରେ ଏହାର ୧୦୦ ଟଙ୍କା ନୋଟକୁ ପୁନଃ ଡିଜାଇନ୍ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଏହି ନିଷ୍ପତ୍ତି ଭାରତ-ନେପାଳ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବାକୁ ଯାଉଛି। ଏହା ପଛର କାରଣ ହେଉଛି ନୋଟ୍ ଉପରେ ମୁଦ୍ରିତ ମାନଚିତ୍ର, ଯେଉଁଥିରେ ସୀମାର ବିବାଦୀୟ ଅଞ୍ଚଳକୁ  ଦର୍ଶାଯାଇଛି, ଯାହା ଉପରେ ଭାରତ ନିଜ ଅଧିକାର ଦାବି କରିଥାଏ ଓ ଯେଉଁଠାରେ ଭାରତୀୟ ପ୍ରଶାନିକ ବ୍ୟବସ୍ଥା ପ୍ରଚଳିତ ଅଛି। ନୂତନ ମୁଦ୍ରା ଛାପିବାକୁ ଚୀନକୁ କାହିଁକି ବାଛିଲା ନେପାଳ? ନେପାଳ ଏବଂ ଭାରତ ମଧ୍ୟରେ ରାଜନୈତିକ…

Read More