Author: Site Admin

– ପୁରୁଣା ଏନ୍‍ସିଏ ହଟିବ, ଜୁନାଆରୀରୁ କାର୍ଯ୍ୟକ୍ଷମ ହେବ ନୂଆ ଏନ୍‍ସିଏ – ନୂଆ ଏନ୍‍ସିଏରେ ରହିଛି ୩ ଗ୍ରାଉଣ୍ଡ୍, ୮୬ଟି ଅଭ୍ୟାସ ପିଚ୍ – ୧୬୦୦୦ ବର୍ଗ ଫୁଟ ଜିମ୍, ଆଥଲେଟିକ୍ ଟ୍ରାକ୍, ସୁଇମିଂ ପୁଲ୍ – ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର, ମେଡିକାଲ୍, ଲଜିଂ – ଅଭ୍ୟାସ ପଇଁ ଇନଡୋର ନେଟ୍ସ ବିସିସିଆଇର ଦୀର୍ଘ ବର୍ଷର ପ୍ରତୀକ୍ଷାରେ ପୂର୍ଣ୍ଣଛେଦ ପଡ଼ିଛି। କର୍ଣ୍ଣାଟକ ସରକାରଙ୍କଠାରୁ ଜମି ଅଧିଗ୍ରହଣ କରିବାର ୧୬ ବର୍ଷ ପରେ ବିସିସିଆଇ ଶେଷରେ ନୂଆ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‍ସିଏ) ନିର୍ମାଣ କରିଛି। ତୃଣମୂଳ ସ୍ତରରୁ ଆରମ୍ଭ କରି ଉଦୀୟମାନ ଓ ଅଭିଜ୍ଞ କ୍ରିକେଟ ଖେଳାଳି ପର୍ଯ୍ୟନ୍ତ ସମସ୍ତଙ୍କ ପଇଁ ଏଠାରେ ରହିଛି ପର୍ଯ୍ୟାପ୍ତ ପରିମାଣର ସୁବିଧା ସୁଯୋଗ। ବେଙ୍ଗାଲୁରୁ ସ୍ଥିତ ଏମ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ ପରିସରରେ ସମ୍ପ୍ରତି ପୁରୁଣା ଏନ୍‍ସିଏ କାର୍ଯ୍ୟକ୍ଷମ ରହିଛି। ମାତ୍ର ଆସନ୍ତା ବର୍ଷ ଜାନୁଆରୀରୁ ନୂଆ ଏନ୍‍ସିଏ କାର୍ଯ୍ୟକ୍ଷମ ହେବ। ପୁରୁଣା ଏନ୍‍ସିଏର…

Read More