Author: Site Admin

ଏଥର ମେଗା ନିଲାମ ପାଇଁ ଇଟାଲୀରୁ ଜଣେ ଖେଳାଳି ନାମ ଦାଖଲ କରି ଚର୍ଚ୍ଚାରେ ରହିଛନ୍ତି। ସେ ହେଉଛନ୍ତି ଥୋମାସ ଡ୍ରାକା। ୨୪ବର୍ଷିୟ ଡ୍ରାକା କାନାଡ଼ା ଗ୍ଲୋବଲ ଟି୨୦ ଲିଗ୍ ଖେଳୁଛନ୍ତି। ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ଏମିରେଟ୍ସ ତାଙ୍କୁ ଆଇଏଲ ଟିଟ୍ୱେଣ୍ଟି ପାଇଁ ଚୁକ୍ତି କରିଛି। ସାଧାରଣତଃ ଇଟାଲୀ ଭଳି ଦେଶ କ୍ରିକେଟ୍ ମାନଚିତ୍ରରେ ନ ଥିବାବେଳେ ସେଠାରୁ ଜଣେ ଖେଳାଳି ବାହାରି ଆଇପିଏଲ୍ ଖେଳିବାର ସ୍ୱପ୍ନ ଦେଖିବା ବିଶେଷ କରି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି। ଡ୍ରାକା ଜଣେ ଡାହଣ ହାତୀ ପେସ୍ ବୋଲର। ବିଶାଳ ସଟ୍ ଖେଳିବାର କ୍ଷମତା ମଧ୍ୟ ତାଙ୍କ ନିକଟରେ ରହିଛି । ସେ ଗତ ଗ୍ଲୋବଲ ଟିଟ୍ୱେଣ୍ଟିରେ ବ୍ରାମ୍ପଟନ ଉଳଭସ ପକ୍ଷରୁ ୬ଟି ମ୍ୟାଚ୍ ଖେଳି ୧୧ଟି ୱିକେଟ୍ ନେଇଥିଲେ। ସରେ ଜାଗୁଆର୍ସ ବିପକ୍ଷରେ ସେ ପଦାର୍ପଣ କରିଥିଲେ ଓ ୧୮ ରନ୍ ପ୍ରଦାନ କରି ନେଇଥିଲେ ୩ଟି ୱିକେଟ୍। ଏହି ସ୍ପେଲରେ…

Read More