Author: Site Admin

ଆଗାମୀ ଆଇପିଏଲ୍‍-୧8ର ମେଗା ନିଲାମ ପାଇଁ ଇତି ମଧ୍ୟରେ ଖେଳାଳି ତାଲିକା ଘୋଷଣା କରାଯାଇଛି। ମୋଟ ୧୫୭୪ଜଣ ଖେଳାଳି ନିଲାମ ପାଇଁ ନାମ ଦାଖଲ କରିଛନ୍ତି। ଆସନ୍ତା ୨୪ ଓ ୨୫ତାରିଖରେ ସାଉଦି ଆରବର ଜେଧାହ ସହରେର ମେଗା ନିଲାମ ଅନୁଷ୍ଠିତ ହେବ। ରିଷଭ ପନ୍ତ, କେଏଲ ରାହୁଲ, ଶ୍ରେୟାସ ଆୟରଙ୍କ ଭଳି ତାରକା ଖେଳାଳି ନିଲାମ ତାଲିକାରେ ରହିଛନ୍ତି। ସେମାନଙ୍କୁ କିଣିବା ପାଇଁ ସମସ୍ତ ଫ୍ରାଞ୍ଚାଇଜ୍‍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଆୟର, ପନ୍ତ, ରାହୁଲଙ୍କ ସମେତ ରବି ଚନ୍ଦ୍ରନ ଅଶ୍ୱିନ, ୟୁଝେବନ୍ଦ୍ର ଚହଲ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ୱାସିଂଟନ ସୁନ୍ଦର, ସର୍ଦୁଲ ଠାକୁର, ଅର୍ଶଦୀପ ସିଂହ, ଇଶାନ କିଷନଙ୍କ ଭଳି ଖେଳାଳି ୨କୋଟି ଟଙ୍କା ବେସ୍‍ ପ୍ରାଇସ ବା ମୁଳ ମୂଲ୍ୟ ତାଲିକାରେ ନାମ ଲେଖାଇଛନ୍ତି। ମାତ୍ର ବିଶ୍ୱ ପ୍ରସିଦ୍ଧ ଅଲ୍‍ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସଙ୍କୁ ତାଲିକାରେ ଦେଖିବାକୁ ମିଳିନାହିଁ। ଜାତୀୟ…

Read More