Author: Site Admin

ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ୪ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । କିଙ୍ଗ୍ସମିଡ୍ ଗ୍ରାଉଣ୍ଡ୍ରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଭାରତ ପୂର୍ବ ସଫଳତାକୁ ଦୋହରାଇବା ପାଇଁ ପ୍ରସ୍ତୁତ ରହିଥିବାବେଳେ ଘରୋଇ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି । ଗତ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ପରେ ଉଭୟ ଦଳ ପୁଣି ଥରେ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ଏଥର ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାଙ୍କ ଭଳି ସିନିୟର ଖେଳାଳି ନାହାନ୍ତି । କିନ୍ତୁ ଯୁବ ଦଳ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ହରାଇବାର ଯଥେଷ୍ଟ କ୍ଷମତା ରଖିଛି । ଦକ୍ଷିଣ ଆଫ୍ରିକାର ସବୁ ବିସ୍ଫୋରକ ବ୍ୟାଟର ଆସନ୍ତା କାଲି ଗ୍ରାଉଣ୍ଡକୁ ଓହ୍ଲାଇବେ । ଡେଭିଡ୍ ମିଲର, ହେନରିକ କ୍ଲାସେନ ଓ ଆଡେନ ମାରକ୍ରମ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର…

Read More