Author: Site Admin

ରାଜ୍ୟରେ ପୁଣି ଏକ ଲଭ୍ ଜିହାଦ୍ ମାମଲା ସାମ୍ନାକୁ ଆସିଛି। ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କର ଜାଲ ବୁଣିଥିଲା କଶ୍ମୀର ଯୁବକ। ଯୁବତୀଙ୍କୁ କଶ୍ମୀର ନେବା ପାଇଁ ଭୁବନେଶ୍ୱରରେ ଆସି ପହଞ୍ଜିଥିଲା। ହେଲେ ଧରିପକାଇଥିଲା ଭୁବନେଶ୍ୱର ପୁଲିସ୍। ବର୍ତ୍ତମାନ ଅଭିଯୁକ୍ତ କଶ୍ମୀର ଯୁବକଙ୍କୁ ମହିଳା ଥାନାରେ ଅଟକ ରଖାଯାଇଛି। ତେବେ ୨୦୨୨ରୁ ଅନ୍‌ଲାଇନ୍‌ ଗେମ୍‌ରୁ ହିନ୍ଦୁ ଯୁବତୀଙ୍କ ସହ କଶ୍ମରୀ ଯୁବକ ସମୀର ମନସୁରର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିବା ପରେ ପରସ୍ପରକୁ ନିଜର ନମ୍ବର ଦେଇଥିଲେ। ପରେ ନମ୍ବର ଯୋଗେ ଉଭୟ ସମ୍ପର୍କରେ ଥିବାବେଳେ ଏହାରି ଭିତରେ ୨ରୁ ୩ ଥର ଯୁବତୀଙ୍କୁ ଦେଖା କରିବା ପାଇଁ ସମୀର ଭୁବନେଶ୍ୱର ମଧ୍ୟ ଆସିଛି। ହେଲେ ସମୀର ଯୁବତୀଙ୍କଠାରୁ ତାଙ୍କର ଧର୍ମ ଲୁଚାଇ ତାଙ୍କୁ ଜଣେ ହିନ୍ଦୁ ଯୁବକ ବୋଲି ପରିଚୟ ଦେଇଥିଲା। ଯେତେବେଳେ ବିବାହ ପାଇଁ ଯୁବତୀଙ୍କୁ ଧର୍ମ…

Read More