Author: Site Admin

ଅନେକ ଲୋକ ହ୍ଵିସ୍କିଏବଂ ରମ ବ୍ରାଣ୍ଡର ମଦକୁ ଭଲ ପାଆନ୍ତି। ସାଧାରଣତଃ ଏହା ପାର୍ଟିରେ ଅନେକ ଥର ଦେଖାଯାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ହ୍ଵିସ୍କି ସାଧାରଣତଃ ହାଲୁକା ସୁବର୍ଣ୍ଣ ରଙ୍ଗର ହୋଇଥିବାବେଳେ ରମ୍ ଗାଢ଼ ରଙ୍ଗର ହୋଇଥାଏ। ଏହି ଦୁଇଟି ମଦର ରଙ୍ଗ କାହିଁକି ଅଲଗା ? ହ୍ଵିସ୍କିର ରଙ୍ଗ ହାଲୁକା କାହିଁକି ? ବାସ୍ତବରେ ହ୍ଵିସ୍କି ସାଧାରଣତଃ ଓକ ବ୍ୟାରେଲରେ ତିଆରି ହୋଇଥାଏ। ଓକ କାଠରେ ଟେନିନ୍ ନାମକ ଏକ ପଦାର୍ଥ ଥାଏ। ଯେତେବେଳେ ହ୍ଵିସ୍କି ଓକ ବ୍ୟାରେଲରେ ପଡ଼ିରହେ, ଟେନିନ୍ ହ୍ଵିସ୍କିରେ ତରଳିଯାଏ ଏବଂ ଏହାକୁ ହାଲୁକା ସୁବର୍ଣ୍ଣ ରଙ୍ଗ ଦେଇଥାଏ। ଏହା ସହିତ, ଓକ ବ୍ୟାରେଲରେ ହ୍ଵିସ୍କିକୁ ଯେତେ ଅଧିକ ପରିପକ୍ବ ପାଇଁ ରଖାଯାଏ, ଏହାର ରଙ୍ଗ ଗାଢ ହୋଇଯାଏ, କିନ୍ତୁ ଅଧିକାଂଶ ହ୍ଵିସ୍କିକୁ ହାଲୁକା ସୁବର୍ଣ୍ଣ ରଙ୍ଗ ଦେବା ପାଇଁ ବ୍ୟାରେଲରେ ରଖାଯାଇଥାଏ। ଅବଶ୍ୟ, କେତେକ ନିର୍ମାତା ଏହାକୁ ରଙ୍ଗରେ ଗାଢ କରିବା…

Read More