Author: Site Admin

ଏଣିକି ଏୟାର ଇଣ୍ଡିଆ ସୋମବାର ଭିସ୍ତାରା ଏୟାରଲାଇନ୍ସର ଶେଷ ଉଡ଼ାଣ । ନଭେମ୍ବର ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଆଉ ଉଡ଼ିବନି ଭିସ୍ତାରା ବିମାନ । ଏହାର ମିଶ୍ରଣ ଏୟାର ଇଣ୍ଡିଆ ସହିତ ହେବ । ପରିଚାଳନା ଦାୟିତ୍ୱ ମଧ୍ୟ ଏୟାର ଇଣ୍ଡିଆ ତୁଲାଇବ ।  ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାର ଲାଇନ୍ସର ସହଭାଗିତାରେ ଭିସ୍ତାରା ଏୟାରଲାଇଲ୍ ନିଜର ଗନ୍ତବ୍ୟପଥ ସ୍ଥିର କରୁଥିଲା । ଏୟାର ଇଣ୍ଡିଆ ଭାରତ ସରକାରଙ୍କ ଅଧୀନକୁ ଚାଲିଯିବା ପରେ ଭିସ୍ତାରକୁ ଟାଟା ଗ୍ରୁପର ବିମାନ ବୋଲି କୁହାଯାଉଥିଲା । ଏୟାର ଇଣ୍ଡିଆ ପୁଣି ଥରେ ଟାଟା ଗ୍ରୁପ ହାତକୁ ଆସିବା ପରେ ଭିସ୍ତାର ଏୟାରଲାଇନ୍ସ ଏଥିରେ ମଶ୍ରଣ ହେବାକୁ ଯାଉଛି । ଜଏଣ୍ଟ ଭେଞ୍ଚରରେ ସିଙ୍ଗାପୁର ଏୟାରଲାଇନ୍ସରକୁ ୨୫.୧ ପ୍ରତିଶତ ଅଂଶଧନ ମିଳିବ ।  ମିଶ୍ରଣର ଏକ ମାସ ପର୍ଯ୍ୟନ୍ତ ଭିସ୍ତାରାରେ ଯାତ୍ରା କରିବାକୁ ଅଗ୍ରୀମ ଟିକେଟ୍ କାଟିଥିବା ପ୍ରାୟ ୧ଲକ୍ଷ ୧୫…

Read More