Author: Site Admin

– ଫିଚରରେ ଭରପୁର – ନୂଆ ଜେଡ ସିରିଜ ଇଞ୍ଜିନ – ୨୫କିମି ମାଇଲେଜ ଭାରତରେ ସର୍ବାଧିକ ବିକ୍ରି ହେଉଥିବା କାର୍‍ ମାରୁତି ସୁଜୁକି ଡିଜାୟାର ସମ୍ପ୍ରତି ଭାରତୀୟ ବଜାରରେ ହଇଚଇ ସୃଷ୍ଟି କରିଛି। ଡିଜାୟାର ଗାଡିର ୨୦୨୪ ସଂସ୍କରଣ ଗ୍ରାହକଙ୍କୁ ବେଶ ଆାକର୍ଷିତ କରୁଛି। ଆଜି ଡିଜାୟାର ଫେସଲିଫ୍ଟ ଲଞ୍ଚ ହୋଇଥିବାବେଳେ ସପ୍ତାହେ ତଳୁ ବୁକିଂ ଆରମ୍ଭ ହୋଇସାରିଛି। ଗତ କିଛି ଦିନ ହେଲା ସାରା ଭାରତରେ ସବୁ ମାରୁତି ସୋ ରୁମରେ ଭିଡ ଲାଗି ରହିଛି।  ନୂଆ ଡିଜାୟାର ଅନେକ ଅତ୍ୟାଧୁନିକ ଫିଚରରେ ପରିପୂର୍ଣ୍ଣ। ଇଞ୍ଜିନରୁ ଆରମ୍ଭ କରି ଡିଜାଇନ ପର୍ଯ୍ୟନ୍ତ ସବୁ ନୂଆ। ସନ୍‍ ରୁଫ୍‍, ୩୬୦ଡିଗ୍ରୀ ପାର୍କିଂ କ୍ୟାମେରା, ପଛ ସିଟ ପାଇଁ ସ୍ୱତନ୍ତ୍ର ଏସି ଭେଣ୍ଟ, ହାତ ରଖିବା ପାଇଁ ଆର୍ମ ରେଷ୍ଟ, ଆହୁରି ଅନେକ ନୂଆ ସୁରକ୍ଷା ଜନିତ ଫିଚର୍ସ ରହିଛି। ଏଥର ଗ୍ଲୋବାଲ ଏନକ୍ୟାପରେ ସୁରକ୍ଷା ଫିଚରକୁ ନେଇ ଏହି ଗାଡ଼ିକୁ…

Read More