Author: Site Admin

ଆଜିକାଲି ପ୍ରାୟ ସମସ୍ତେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। ଯୁବପିଢ଼ି ନିଜର ଖର୍ଚ୍ଚ ପାଇଁ କ୍ରେଡିଟ୍ କାର୍ଡର ବହୁଳ ବ୍ୟବହାର କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି କ୍ରେଡିଟ୍ କମ୍ପାନୀ ଗୁଡିକ ମଧ୍ୟ ଗ୍ରହକଙ୍କୁ ଆକର୍ଷଣ କଲାଭଳି ବିଭିନ୍ନ ଯୋଜନା ଆଣୁଛନ୍ତି । ହେଲେ ଆପଣ ଜାଣନ୍ତିକି, ଆପଣମାନେ ଯଦି ଏହି କାର୍ଡକୁ ଠିକ୍ ଉପାୟରେ କାର୍ଯ୍ୟକାରୀ ନ କରନ୍ତି ତାହାଲେ ଏହା ଆପଣଙ୍କୁ ବଡ଼ କ୍ଷତି ହୋଇପାରେ । କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ଅନେକ ଜିନିଷ ପ୍ରତି ସାବଧାନ ରହିବାକୁ ପଡ଼େ। ନଚେତ୍ ଏହାର ସିଧା ପ୍ରଭାବ ଆପଣଙ୍କ ସିବିଲ ସ୍କୋର ଉପରେ ପଡ଼ିବାରେ । ତେବେ ଜାଣନ୍ତୁ କ୍ରେଡିଟ୍ କାର୍ଡ ବ୍ୟବହାର ସମ୍ବନ୍ଧରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ସ, ଆଉ ଭଲ ସିବିଲ ସ୍କୋର ପାଇଁ ଆଜିଠୁ ହିଁ ଏହାକୁ ଅଭ୍ୟାସରେ ପରିଣତ କରନ୍ତୁ । ତେବେ ଯଦି କଥା କ୍ରେଡିଟ୍ କାର୍ଡର ଆସେ ତେବେ ସେଠି ସିବିଲ ସ୍କୋରକୁ…

Read More