Author: Site Admin

ଏନେଇ ତୃତୀୟରେ ଓଡ଼ିଶା ଏହିସମୟରେ ୧.୩ ଲକ୍ଷ ନୂଆ ସାମିଲ ଓଡ଼ିଶାରେ କେମିତି ଚାଲିଛି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା। ଏବେ ଆସିଥିବା ସଦ୍ୟତମ ରିପୋର୍ଟକୁ ଦେଖିଲେ ମୁଣ୍ଡ ଝାଁ ମାରିଯିବ। ଗତ ୬ମାସ ମଧ୍ୟରେ ୯ ଲକ୍ଷ ଶ୍ରମିକ ମନରେଗାରୁ ବାଦ ପଡିଛନ୍ତି। ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରୁ ୮.୭୬ ଲକ୍ଷ ଶ୍ରମିକ ଙ୍କୁ ବାଦ୍ ପଡିଥିବା ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଏଥିପାଇଁ କିଏ ଦାୟୀ। ବିଜେଡି ସରକାର ନା ବିଜେପି ସରକାର। ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପଛରେ ଆଧାର ଆଧାରିତ ପେମେଣ୍ଟ ସିଷ୍ଟମ (ଏବିପିଏସ୍)ର କାର୍ଯ୍ୟକାରିତା ପ୍ରମୁଖ କାରଣ ବୋଲି ଲିବଟେକ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ‘ଓଡ଼ିଶାରେ ମନରେଗା: ଆହ୍ଵାନ ଓ ସୁଯୋଗର ମଧ୍ୟବର୍ଷ ବିଶ୍ଳେଷଣ’ ରିପୋର୍ଟରେ ଦର୍ଶାଯାଇଛି ଯେ, ପୂର୍ବବର୍ଷ ତୁଳନାରେ…

Read More