Author: Site Admin

ନାବାଳିକା ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କୁ ବମ୍ବେ ହାଇକୋର୍ଟ ୧୦ ବର୍ଷ ଜେଲ୍ ଦଣ୍ଡାଦେଶକୁ ବଜାୟ ରଖି କହିଛନ୍ତି ଯେ ବିବାହ ରେ ମଧ୍ୟ ନାବାଳିକାଙ୍କ ସହ ସହମତିକ୍ରମେ ଶାରୀରିକ ସମ୍ପର୍କ ରଖିବା ଆଇନ ଅନୁଯାୟୀ ଦୁଷ୍କର୍ମ। ବମ୍ବେ ହାଇକୋର୍ଟ ଙ୍କ ଦ୍ୱାରା ୧୦ ବର୍ଷ ର ଦଣ୍ଡାଦେଶ ବଜାୟ ରଖାଯାଇଛି ପୀଡ଼ିତାଙ୍କୁ ବାଧ୍ୟ କରି ସମ୍ପର୍କ ସ୍ଥାପନ କରି ଗର୍ଭବତୀ କରାଇଲେ ଅଭିଯୁକ୍ତ ନାଗପୁର ଖଣ୍ଡପୀଠଙ୍କ ରାୟ: ୧୮ ବର୍ଷରୁ କମ୍ ପତ୍ନୀଙ୍କ ସହ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନାବାଳିକା ପତ୍ନୀଙ୍କ ସହ ସହମତିକ୍ରମେ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ବୋଲି ବମ୍ବେ ହାଇକୋର୍ଟ ରାୟ ଦେଇଛନ୍ତି ଏବଂ ଏଭଳି କାର୍ଯ୍ୟ ପାଇଁ ଆଇନଗତ ପ୍ରତିରକ୍ଷା ଆଇନ ଅନୁଯାୟୀ ଗ୍ରହଣ କରାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶକୁ ବଜାୟ ରଖି ହାଇକୋର୍ଟର…

Read More