Author: Site Admin

ବ୍ୟକ୍ତି ସିଧାସାଧା ଏବଂ ସରଳ ହେବା ଉଚିତ ନୁହେଁ । କାରଣ ଜଙ୍ଗଲରେ ଯେଉଁ ବୃକ୍ଷ ସବୁଠାରୁ ସିଧା ଏବଂ ଚିକ୍କଣ ହୋଇଥାନ୍ତି, ସେମାନଙ୍କୁ କାଟିବାରେ ସମସ୍ୟା ଉପୁଜି ନ ଥାଏ। ଏଣୁ ତାଙ୍କୁ ପ୍ରଥମେ କାଟି ଦିଆଯାଇଥାଏ ।  ବିଶ୍ୱକୁ ଚଳାଇବା ପାଇଁ ଧନ ହିଁ ଏକମାତ୍ର ଶକ୍ତି । ଯାହା ପାଖରେ ଧନ ଥାଏ, ତାହାର ସମସ୍ତେ ବନ୍ଧୁ ପ୍ରିୟଜନ ହୋଇଥାନ୍ତି । ଧନୀ ହେବା କାରଣରୁ ବ୍ୟକ୍ତିଙ୍କୁ ସଚ୍ଚୋଟ ମଧ୍ୟ କୁହାଯାଏ । ଏପରିକି ଧନ ଥିବା ବ୍ୟକ୍ତି ମୁର୍ଖ ହୋଇଥିଲେ ହେଁ ତାଙ୍କୁ ଲୋକ ବୁଦ୍ଧିମାନ, ବିଦ୍ୱାନ ଏବଂ ଯୋଗ୍ୟ ବୋଲି ଲୋକେ କହିଥାନ୍ତି । କ୍ରୋଧ ମୃତ୍ୟୁକୁ ଡାକିଥାଏ । ଲୋଭ ଦୁଃଖକୁ ଡାକିଥାଏ । ଅପରପକ୍ଷେ ବିଦ୍ୟା କ୍ଷୀର ଦେଉଥିବା ଗାଇ ପରି ହୋଇଥାଏ । ଏହା ମନୁଷ୍ୟକୁ ସବୁ ବିପଦରୁ ରକ୍ଷା କରିଥାଏ । ଏଣୁ ନିଜ କର୍ମରୁ ସନ୍ତୁଷ୍ଟ ହେବାକୁ…

Read More