Author: Site Admin

ଆଜି ଆସନ୍ତୁ ଜାଣିବା ଶୀତଋତୁରେ ଆକ୍ରାନ୍ତ ହେଉଥିବା ୬ଟି ଭୟଙ୍କର ରୋଗ ସମ୍ବନ୍ଧରେ ଶୀତଋତୁ ଆସିବା ପାଇଁ ପ୍ରାୟ ସମସ୍ତେ ଅପେକ୍ଷା କରି ଥାଆନ୍ତି l ଦ୍ରୁତ ଗତିରେ ଥଣ୍ଡା ପଡ଼ିବା ଦ୍ୱାରା ଏହା ଆମ ଶରୀର ଓ ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ l ଆଜି ଆମେ ଏହିଭଳି ୬ଟି ସମସ୍ୟା ବିଷୟରେ କହିବୁ ଯାହା ଆପଣଙ୍କୁ ଶୀତଋତୁରେ ବିଶେଷ ଭାବରେ ଦେଖା ଦେଇଥାଏ l ହାଇ ବ୍ଲଡ଼ ସୁଗାର ଶୀତଋତୁରେ ଉଚ ରକ୍ତଚାପ ରୋଗୀମାନଙ୍କ ପାଇଁ ବିଶେଷ ଭାବରେ କଷ୍ଟ ଦାୟକ l ଏହି ଋତୁରେ ଅଧିକ ଥଣ୍ଡା ହେବା କାରଣରୁ କାର୍ତ୍ତିସୋଲ ଭଳି ଷ୍ଟ୍ରେସ ହର୍ମୋନ ରିଲିଜ ହୋଇଥାଏ l ଏହା ଇନସୁଲିନ ପ୍ରତିରୋଧରେ ଯୋଗଦାନ ଦେଇପାରେ l ମଧୁମେହ ରୋଗୀଙ୍କୁ ଅତି କମରେ ଥରଟିଏ ରକ୍ତ ଶର୍କରା ଯାଞ୍ଚ କରିବା ଆବଶ୍ୟକ l ମାଇଗ୍ରେନ ଭିଟାମିନ ଡି କାରଣରୁ ଏହି ସମସ୍ୟା ଦେଖିବାକୁ ମିଳିଥାଏ…

Read More