Author: Site Admin

 ମହାଭାରତ ଯୁଦ୍ଧ ସବୁଠୁ ବିନାଶ କାରି ଯୁଦ୍ଧ ମାନଙ୍କ ଭିତରୁ ଗୋଟିଏ ବୋଲି ଧରାଯାଏ l ଏହି ଯୁଦ୍ଧରେ କୌରବ ମାନଙ୍କର ସବୁକିଛି ନଷ୍ଟ ହୋଇଯାଇଥିଲା l ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କର ୧୦୦ ଟି ପୁତ୍ରଙ୍କୁ ପ୍ରାଣ ହରାଇବାକୁ ପଡିଥିଲା l ମହାଭାରତ ଯୁଦ୍ଧ ୧୮ ଦିନ ଚାଲିଥିଲା l ମହାଭାରତ ଯୁଦ୍ଧରେ ଯେତେବେଳେ କୌରବ ସେନା ପାଣ୍ଡବ ସେନାଙ୍କ ଉପରେ ଭାରି ପଡ଼ିବାକୁ ଲାଗିଲେ ,ପାଣ୍ଡବ ମାନେ ହାରିଯିବାର ଆଶଙ୍କା ଅନୁଭବ କଲେ କାରଣ ପିତାମହଃ ଭୀଷ୍ମ ପାଣ୍ଡବ ସେନାଙ୍କ ଉପରେ ଲଗାତାର ଭାରି ପଡୁଥିଲେ l ଶ୍ରୀ କୃଷ୍ଣଙ୍କ ମନରେ ସେତେବେଳେ ଗୋଟିଏ କଥା ଆସିଲା ସେ ପିତାମହଃ ଭୀଷ୍ମଙ୍କୁ ପରାସ୍ତ କରିବା ପାଇଁ ଶ୍ରୀଖଣ୍ଡୀର ସହର ନେଇଥିଲେ l ଶ୍ରୀଖଣ୍ଡୀ ମହାଭାରତର ଗୋଟିଏ ରହସ୍ୟମୟ ପତ୍ର , ସେ ପୂର୍ବ ଜନ୍ମରେ ସ୍ତ୍ରୀ ଥିଲେ l ପରଜନ୍ମରେ ଶ୍ରୀଖଣ୍ଡୀ ନାରୀ ରୂପରେ ଜନ୍ମ ନେଇଥିଲେ ମଧ୍ୟ ପୁରୁଷ…

Read More