Author: Site Admin

ଉଡାଯାଇଛି ପ୍ରାୟ ୨୦ ଲକ୍ଷ ଟଙ୍କା ନିଜ ବିବାହକୁ ଖାସ୍‌ କରିବାରୁ ଲୋକେ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। କିଏ ମେନୁ ତ କିଏ ଭେନୁ ଆଉ କିଏ ସାଜସଜା ଓ ଖାଇବାପିଇବାରେ ଉଡ଼ାନ୍ତି ଟଙ୍କା । ହେଲେ କେଉଁଠି ବିବାହ ଉତ୍ସବରେ ଟଙ୍କା ଉଡ଼ାଯାଉଥିବାର ଖବର ଶୁଣିଛନ୍ତି। ନା କେବେ ଶୁଣି ନଥିବେ। କେଉଁଠି ମଦଶାଳା ତ କେଉଁଠି  ଡ୍ୟାନ୍ସ ବ୍ୟାରରେ ଟଙ୍କା ଉଡାଯାଉଥିବା ଦେଖିଥିବେ କିମ୍ବା ଶୁଣି ଥିବେ। କିନ୍ତୁ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଏକ ବିବାହ ଶୋଭାଯାତ୍ରାରେ ଉଡିଛି ଟଙ୍କା। ଶହେ ନୁହେଁ କି ଦୁଇଶହ ନୁହେଁ ଉଡିଛି ପୂଳା ପୂଳା ଟଙ୍କା । ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି,…

Read More