Author: Ayesha Debnath

Warmest January: ଜାନୁଆରୀ ୨୦୨୫ର ରେକର୍ଡ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀକୁ ସବୁଠାରୁ ଉଷ୍ମ ଜାନୁଆରୀ ଘୋଷଣା କରାଯାଇଛି । ଯାହା ବିଶ୍ୱର ତାପମାତ୍ରା ରେକର୍ଡ ଭାଙ୍ଗିବାରେ ଲାଗିଥିବା ବେଳେ ସାରା ବର୍ଷ କ’ଣ ହେବ ତାହା ସୂଚାଇ ଦେଇଛି । ପୃଥିବୀର ଅନେକ ସ୍ଥାନରେ ଥଣ୍ଡା ତାପମାତ୍ରା ଏବଂ ଶୀତର ଥଣ୍ଡା ଅନୁଭୂତ ହେଉଥିଲେ ମଧ୍ୟ ପୃଥିବୀ ଗରମ ରହିଛି, ଯାହା କି ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି । ଏହି ମାସର ବିଶ୍ୱର ହାରାହାରି ବାୟୁ ତାପମାତ୍ରା ପ୍ରାକ୍ ଶିଳ୍ପସ୍ତରଠାରୁ ୧.୭୫ ଡିଗ୍ରୀ ସେଲସିୟସ ଅଧିକ ରହିଛି। ବୈଜ୍ଞାନିକମାନେ ଚିନ୍ତା କରୁଛନ୍ତି ଯେ, ମହାସାଗରରେ ଗ୍ରୀଷ୍ମ ପ୍ରବାହ ଏତେ ବଡ଼ ଏବଂ ଶକ୍ତିଶାଳୀ ହୋଇଛି ଯେ ସେମାନେ ଲା ନିନାର ଶୀତଳ ପ୍ରଭାବକୁ ଅଧିକ ପ୍ରଭାବିତ କରୁଛନ୍ତି । ସୂଚନାଯୋଗ୍ୟ, ୨୦୨୪ରେ ବିଶ୍ୱ ସମୁଦ୍ର ପୃଷ୍ଠର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଦେଇଥିଲା। ସି୩ଏସ୍ ସେବା ଚଳାଉଥିବା ୟୁରୋପୀୟ ମଧ୍ୟମ…

Read More