Author: Ayesha Debnath

Dalit student : ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଜଣେ ଦଳିତ ଛାତ୍ର ପରୀକ୍ଷା ଦେବାକୁ ଯାଉଥିବା ବେଳେ ତାଙ୍କୁ ଏକ ଅଜଣା ବ୍ୟକ୍ତି ଆକ୍ରମଣ କରିବା ସହ ତାଙ୍କ ଆଙ୍ଗୁଠି କାଟି ଦେଇଛନ୍ତି। ଏକାଦଶ ଶ୍ରେଣୀରେ ପଢ଼ୁଥିବା ତଥା ଦିନ ମଜୁରିଆ ଥାଙ୍ଗା ଗଣେଶଙ୍କ ପୁଅ ଦେବେନ୍ଦ୍ରନ ସୋମବାର ସକାଳେ ପରୀକ୍ଷା ଦେବା ପାଇଁ ନିଜ ବାସଭବନରୁ ପଲାୟମକୋଟ୍ଟାଇ ସ୍ଥିତ ନିଜ ସ୍କୁଲକୁ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ରାସ୍ତା ମଝିରେ ୩ ଜଣ ବ୍ୟକ୍ତି ଏକ କ୍ରସିଂରେ ବସ୍ ଅବରୋଧ କରି ଦେବେନ୍ଦ୍ରନଙ୍କୁ ବସ୍ ଭିତରୁ ଟାଣି ଆଣି ବାମ ହାତର ଆଙ୍ଗୁଠି କାଟି ଦେଇଥିଲେ। ଏହି ଗ୍ୟାଙ୍ଗ୍ ବାପା ଥାଙ୍ଗା ଗଣେଶଙ୍କୁ ମଧ୍ୟ ଆକ୍ରମଣ କରିବା ସହ ତାଙ୍କ ମୁଣ୍ଡ ସମେତ ଶରୀରର ଅନେକ ସ୍ଥାନରେ ଗଭୀର ଆଘାତ କରିଥିଲେ । ଥାଙ୍ଗା ଗଣେଶ ଜିଲ୍ଲାର ଦକ୍ଷିଣ ଭାଗରେ ଅବସ୍ଥିତ ଆରିଆନାୟାଗପୁରମ୍ ଗ୍ରାମର ଏକ ଇଟାଭାଟିରେ…

Read More