Author: Ayesha Debnath

ଭାରତୀୟ ରୋଷେଇ ଘରେ ହିଁ ଆମକୁ ମିଳିଯାଏ ଅନେକ ରୋଗର ଉପଚାର । ସେଠାରେ ଏପରି କିଛି ଯାଦୁକରୀ ଭାରତୀୟ ସୁପରଫୁଡ୍ ଅଛି ଯାହା ଅନେକ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରେ ଏବଂ ସାମଗ୍ରିକ ସୁସ୍ଥତାକୁ ପ୍ରୋତ୍ସାହିତ କରେ । ହଳଦୀ: ହଳଦୀ, ଭାରତୀୟ ରୋଷେଇ ଘରେ ମିଳୁଥିବା ସବୁଠାରୁ ଶକ୍ତିଶାଳୀ ଆଣ୍ଟି-ଇନଫ୍ଲାମେଟୋରୀ ଉପାଦାନ ମଧ୍ୟରୁ ଅନ୍ୟତମ । ଏଥିରେ କର୍କୁମିନ୍ ଥାଏ, ଯାହା ଫୁଲା ଓ ଯନ୍ତ୍ରଣା କମ୍ କରିବାରେ ସାହାଯ୍ୟ କରିଥାଏ। ତରକାରୀରେ ଏକ ଚିମୁଟି ହଳଦୀ ମିଶାଇ ପିଇବା ଦ୍ୱାରା ଆରୋଗ୍ୟ ଲାଭ ମିଳିଥାଏ। ଅଦା: ଅଦା ହେଉଛି ଅନ୍ୟ ଏକ ଜଣାଶୁଣା ଆଣ୍ଟି-ଇନଫ୍ଲାମେଟୋରୀ ମୂଳ ଯାହା ପ୍ରଦାହ ପାଇଁ ଦାୟୀ ଯୌଗଗୁଡ଼ିକୁ ଅବରୋଧ କରିଥାଏ । ଉଭୟ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଲାଭ ପାଇଁ ଏହାକୁ ଚା, ସୁପ୍ କିମ୍ବା ଚଟଣୀରେ ମିଶ୍ରଣ କରାଯାଇପାରେ । ଅଁଳା : ଅଁଳାରେ ଭିଟାମିନ୍ ସି ଏବଂ…

Read More