Author: Ayesha Debnath

Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତ ରଦ୍ଦ କରିଛନ୍ତି। ପାକିସ୍ତାନ ସହ ଯୁଦ୍ଧର ସମ୍ଭାବନାକୁ ଦୃଷ୍ଟିରେ ରଖି ସେ 9 ମେ’ରେ ମସ୍କୋରେ ଆୟୋଜିତ ବିଜୟ ଦିବସ (ଵିକ୍ଟ୍ରୀ ଡେ ପାରେଡ) ସମାରୋହରେ ଅଂଶଗ୍ରହଣ ନକରିବା ନିଷ୍ପତ୍ତି ନେଇଛନ୍ତି। ରୁଷର ରାଷ୍ଟ୍ରପତି ଭବନ କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସକୋଭ ଏହା ସ୍ପଷ୍ଟ କରିଛନ୍ତି। ଚୀନର ରାଷ୍ଟ୍ରପତି ଶି ଜିନପିଂ ସମେତ ଅନେକ ଆନ୍ତର୍ଜାତୀୟ ନେତା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ବିଜୟର 80ତମ ବାର୍ଷିକୀ ପାଳନ ପାଇଁ ରୁଷ ଯିବେ, କିନ୍ତୁ ଭାରତୀୟ ପ୍ରଧାନମନ୍ତ୍ରୀ ଏହି ସମାରୋହରେ ଅଂଶଗ୍ରହଣ କରିବେ ନାହିଁ। ପହଲଗାମ ଆକ୍ରମଣ ଓ ଭାରତର ପ୍ରସ୍ତୁତି: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ମାମଲା ସମିତି (CCS) ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସମ୍ଭାବ୍ୟ ପ୍ରତିକ୍ରିୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛି। ଏହା ପୂର୍ବରୁ ମୋଦୀ ଭାରତର ଶୀର୍ଷ ପ୍ରତିରକ୍ଷା ଅଧିକାରୀଙ୍କ ସହ…

Read More