Author: Ayesha Debnath

ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦିଲଜିତ ଦୋସାଂଝ ତାଙ୍କ ଗୀତ ତଥା ତାଙ୍କ ଆକ୍ଟିଙ୍ଗ ପାଇଁ ଦେଶ ବିଦେଶରେ ବେଶ ଜଣାଶୁଣା । ତାଙ୍କ କନସର୍ଟ ଦେଖିବା ପାଇଁ ଦେଶର ଲୋନ ଅନୁକୋଣରୁ ତାଙ୍କ ଫ୍ୟାନ୍ସମାନେ ଆସିଥାନ୍ତି । ତାଙ୍କ ଗୀତରେ ତାଳେ ତାଳେ ଝୁମିବା ସହ କିଛି ସମୟ ପାଇଁ ଜୀବନର ସମସ୍ତ ଚିନ୍ତାକୁ ଭୁଲି ଯାଇଥାଆନ୍ତି। ତାଙ୍କ ଲାଇଭ୍ ସୋ ବିଷୟକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଏ । ବେଳେବେଳେ ତାଙ୍କ କନସର୍ଟ ଓଭର ବୁକ ହୋଇଥିବାର ମଧ୍ୟ ଦେଖାଯାଏ । ହେଲେ ବର୍ତ୍ତମାନ ତାଙ୍କ କନସର୍ଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନଭେମ୍ବର ୧୫, ଶୁକ୍ରବାର ହାଇଦ୍ରାବାଦରେ ଦିଲଜିତଙ୍କ କନସର୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ମଧ୍ୟରେ ତେଲେଙ୍ଗାନା ସରକାର ଆୟୋଜକଙ୍କୁ ଏକ ନୋଟିସ୍‍ ପଠାଇଛି । ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ କ୍ଷେତ୍ରରେ ଏହି ବିଜ୍ଞପ୍ତି ପଠାଯାଇଛି, ସମ୍ପୂର୍ଣ୍ଣ…

Read More