Author: Ayesha Debnath

ବିଶ୍ୱ ସହିତ ଭାରତରେ ମଧ୍ୟ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି।  ଭାରତରେ କର୍କଟ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହା ଏପରି ଏକ ରୋଗ ଯାହାକୁ ଠିକ୍ ସମୟରେ ଚିହ୍ନଟ କରା ନ ଗଲେ ଚିକିତ୍ସା କରିବା କଷ୍ଟକର ହୋଇଯାଏ । ୨୦୨୩ରେ ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ  ବ୍ରାଜିଲ, ରୁଷିଆ, ଭାରତ, ଚାଇନା, ଦକ୍ଷିଣ ଆଫ୍ରିକାରେ କର୍କଟ ରୋଗ, ମୃତ୍ୟୁ ଏବଂ ଦୈନନ୍ଦିନ ଜୀବନ ଉପରେ ଏହାର ପ୍ରଭାବ କୁ ଦର୍ଶାଉଥିବା ଅଧ୍ୟୟନକ’ଣ କହୁଛି । କ୍ୟାନସର ଏପିଡେମିଓଲୋଜିରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ସମଗ୍ର ବିଶ୍ୱରେ ମୋଟ କର୍କଟ ମୃତ୍ୟୁର ୨୦ ପ୍ରତିଶତ ବ୍ରିକ୍ସ ଦେଶମାନଙ୍କ ଯୋଗୁଁ ହୋଇଥାଏ ।ଏହି ଗବେଷଣାରୁ ଜଣାପଡିଛି ଯେ କର୍କଟ କେତେ ସାଧାରଣ, ଏହା କେତେ ମୃତ୍ୟୁର କାରଣ ହୋଇଥାଏ ଏବଂ ସାଧାରଣ ଲୋକଙ୍କ ଜୀବନ ଉପରେ ଏହାର କେତେ ପ୍ରଭାବ ପଡିଥାଏ । ଏହି ଗବେଷଣାରୁ ଜଣାପଡିଛି ଯେ…

Read More