Author: Ayesha Debnath

ଉତ୍ତରପ୍ରଦେଶ ସରକାର ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରୁଛନ୍ତି। କିନ୍ତୁ ଲକ୍ଷ୍ନୌ ସମେତ ଉତ୍ତର ପ୍ରଦେଶର ଅନେକ ମଦ ବିକ୍ରେତାଙ୍କୁ ନେଇ ଏକ୍ସାଇଜ୍ କମିଶନରଙ୍କ ଅଭିଯୋଗ ଆସିଛି ଯେ, ସେମାନେ ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରୁନାହାଁନ୍ତି। ଏଭଳି ପରିସ୍ଥିତିରେ ମଦ ବିକ୍ରୟ ପାଇଁ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଏକ୍ସାଇଜ୍ କମିଶନର ମଦ ବିକ୍ରେତାଙ୍କୁ ଚେତାବନୀ ଦେଇଛନ୍ତି। ମଦ କିଣିବା ସମୟରେ କୌଣସି କ୍ରେତାଙ୍କୁ ଡିଜିଟାଲ୍ ପେମେଣ୍ଟ କରିବାକୁ ବାରଣ କରନ୍ତୁ ନାହିଁ। ଯଦି କୌଣସି ବିକ୍ରେତାଙ୍କ ବିରୋଧରେ କୌଣସି କ୍ରେତା ଏପରି ଅଭିଯୋଗ କରନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏକ ପୋଶ୍ ମେସିନ୍ ମାଧ୍ୟମରେ ସ୍କାନ କରିବା ପରେ ଗ୍ରାହକଙ୍କୁ ଲିକର୍ ଏବଂ ବିୟର ଉପଲବ୍ଧ କରାଯିବ। ଉତ୍ତରପ୍ରଦେଶର ଏକ୍ସାଇଜ୍ କମିଶନର ଡ. ଆଦର୍ଶ ସିଂ କହିଛନ୍ତି ଯେ, ମଦ ଯନ୍ତ୍ରରୁ ମଦ ଏବଂ ବିୟର ସ୍କାନ କରିବା ପାଇଁ ସମସ୍ତ ଆଞ୍ଚଳିକ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ…

Read More