Author: Ayesha Debnath

Tea Or Coffee: ଲୋକମାଙ୍କ ମଧ୍ୟରେ ଚା ଏବଂ କଫିକୁ ନେଇ ଅନେକ କ୍ରେଜ ଦେଖିବାକୁ ମିଳେ । ଭାରତରେ ଲୋକମାନେ ଚା କିମ୍ବା କଫି ସହିତ ନିଜ ସକାଳ ଆରମ୍ଭ କରିବାକୁ ପସନ୍ଦ କରନ୍ତି । ଶୀତ ଦିନରେ ଲୋକମାନେ ଅଧିକ କଫି ଏବଂ ଚା ପିଇବା ଆରମ୍ଭ କରନ୍ତି । ଶୀତଦିନେ ଏହା ଭଲ ମନେହୁଏ କିନ୍ତୁ କୌଣସି ଜିନିଷକୁ ଅତ୍ୟଧିକ ବ୍ୟବହାର କଲେ ତାହା କ୍ଷତି ପହଞ୍ଚାଇଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ ପରିମାଣରେ ଏବଂ କେତେ ଗରମ ଚା’ କିମ୍ବା କଫି ପିଇବା ଉଚିତ ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ କୌଣସି କ୍ଷତି ହେବ ନାହିଁ। ଆସନ୍ତୁ ବିସ୍ତୃତ ଭାବରେ ଜାଣିବା- ନିୟମିତ ଭାବେ ଅତ୍ୟଧିକ ଗରମ ଚା’ ଏବଂ କଫି ପିଇଲେ ଏସୋଫେଜ୍ କ୍ୟାନସର ହେବାର ଆଶଙ୍କା ବଢ଼ିପାରେ । ଏହା ଆମ କୋଷ ଉପରେ ପ୍ରଭାବ ପକାଇପାରେ, କୋଷ…

Read More