Author: Aradhana

– ରୋମାଞ୍ଚକର ହେବ ଦିନିକିଆ କ୍ରିକେଟ୍‌ – କମିବ ବ୍ୟାଟରଙ୍କ ରାଜୁତି – ବୋଲରମାନେ ଫେରି ପାଇବେ ରିଭର୍ସ ସୁଇଂ ବିଶ୍ୱର ସବୁଠୁ ଲୋକପ୍ରିୟ ଫର୍ମାଟ୍ ଦିନିକିଆ କ୍ରିକେଟ୍ ଏଣିକି ପୂର୍ବ ରୋମାଞ୍ଚ ଫେରି ପାଇବ । ଚୌକା ଓ ଛକାର ବର୍ଷା ମଧ୍ୟରେ ବୋଲରମାନେ ମଧ୍ୟ ପୂର୍ବ ଭଳି ରାଜୁତି କରିବେ । ପେସ୍ ବୋଲରମାନେ ବଲ୍‌କୁ ରିଭର୍ସ ସୁଇଂ କରାଇବେ । ସ୍ପିନରମାନେ ଦୁସ୍‌ରାଠୁ ଆରମ୍ଭ କରି କ୍ୟାରମ ବଲ୍ ପର୍ଯ୍ୟନ୍ତ ସବୁ କୌଶଳରେ ସଫଳ ହେବେ । ଆଇସିସି ଖୁବ୍‍ଶୀଘ୍ର ଦିନିକିଆ କ୍ରିକେଟ୍‌ରେ ଏକି ନିୟମ ପରିବର୍ତ୍ତନ କରିବାକୁ ଯାଉଛି । ଧଳା ବଲ୍‌ରେ ଖେଳାଯାଉଥିବା ଦିନିକିଆ କ୍ରିକେଟ୍‌ରେ ବ୍ୟାଟରମାନେ ଦୀର୍ଘ ଦିନ ଧରି ରାଜୁତି କରିଆସୁଛନ୍ତି । ଦକ୍ଷ, ଅଭିଜ୍ଞ କିମ୍ବା ଘାତକ ବୋଲର, ଯିଏବି ହୁଅନ୍ତୁ, ବ୍ୟାଟରମାନେ ଆଉ ଡରୁ ନାହାନ୍ତି । କେବଳ ନିଧୁର୍ମ ଛେଚୁଛନ୍ତି । ଦର୍ଶକ ମଧ୍ୟ ଏହାର ଭରପୁର…

Read More