Author: Aradhana

ବକ୍ସ ଅଫିସରେ ଧୁଳି ଚାଟିଥିଲା ଏହି ସିନେମା ହିରୋଇନଙ୍କ ଚୁମ୍ବନ ଦୃଶ୍ୟ ସୃଷ୍ଟି କରିଥିଲା ହଇଚଇ ଭାରତର ସବୁଠାରୁ ଦାମୀ ଫିଲ୍ମ ୮୦ ଦଶକରେ ନିର୍ମିତ ହୋଇଥିଲା, ଯେଉଁଥିରେ ନିର୍ମାତା ଓ ନିର୍ଦ୍ଦେଶକମାନେ ବହୁତ ଟଙ୍କା ବିନିଯୋଗ କରିଥିଲେ, କିନ୍ତୁ ଏହି ଫଲ୍ମ ରୋଜଗାର ଦୃଷ୍ଟିରୁ ଫ୍ଲପ ସାବ୍ୟସ୍ତ ହୋଇଥିଲା । ସିନେମାଟି ପ୍ରେକ୍ଷାଳୟକୁ ଆସିବାମାତ୍ରେ ଏହାର ଫଳାଫଳ ଆଶାନୁରୂପ ହୋଇନଥିଲା ଏବଂ କିଛି ଦୃଶ୍ୟ ବିବାଦକୁ ଜନ୍ମ ଦେଇଥିଲା। ଏହି ଫିଲ୍ମରେ ଧର୍ମେନ୍ଦ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୮୦ ଦଶକରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା, ଯାହାର ପ୍ରସ୍ତୁତି ପାଇଁ ୮ ବର୍ଷ ସମୟ ଲାଗିଥିଲା । ସିନେମା ଜଗତର ମହାନ ନିର୍ଦ୍ଦେଶକମାନେ ଏହାକୁ ତିଆରି କରୁଥିଲେ । ସେସମୟରେ ବଲିଉଡ୍‍ର ସବୁ ନାମି ଦାମି ତାରକାମାନେ ଅଭିନୟ ପାଇଁ ଚୁକ୍ତି କରିଥିଲୋ ଏହାକୁ ଭବ୍ୟ ସ୍ତରରେ ଉପସ୍ଥାପନ କରିବା ପାଇଁ ନିର୍ମାତାମାନେ ୧୦ କୋଟି…

Read More