Author: Aradhana

୨୨ରୁ ବର୍ଡର-ଗାଭାସ୍କର ଟ୍ରଫି ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ପ୍ରଥମ ଖେଳାଳି ଭାବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଆସନ୍ତା ୨୨ ତାରିଖରୁ ବହୁ ପ୍ରତୀକ୍ଷିତ ବର୍ଡର-ଗାରଭାସ୍କର ଟ୍ରଫି ଟେଷ୍ଟ ସିରିଜ ଆରମ୍ଭ ହେବ। କୋହଲି ରବିବାର ସଂଧ୍ୟା ସୁଦ୍ଧା ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି। ଏଟେ ମେଲବର୍ଣ୍ଣରେ ଭାରତ ଏ’ ଦଳ ମ୍ୟାଚ୍‍ ଶେଷ କରି ପର୍ଥରେ ପହଞ୍ଚିଛି। କୋହଲି ସେଠାରେ ଏ’ ଦଳ ସହ ଯୋଗ ଦେବେ। ତେଣୁ କୋହଲିଙ୍କ ପାଇଁ ଅଭ୍ୟାସ କଷ୍ଟକର ହେବ ନାହିଁ। ଭାରତୀୟ ଦଳ ୨ଭାଗରେ ଅଷ୍ଟ୍ରେଲିଆ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଅଧିନାୟକ ବାପା ହେବାକୁ ଯାଉଥିବା ରୋହିତ ଶର୍ମା ଦଳ ସହ ଯାତ୍ରା କରିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସମ୍ପ୍ରତି ଫର୍ମ ଫେରିପାଇବାକୁ ସଂଘର୍ଷ କରୁଥିବା କୋହଲି ପ୍ରସ୍ତୁତି ପାଇଁ ୨ସପ୍ତାହ ସମୟ ପାଇବେ। ସ୍ଥାନୀୟ ଜଳବାୟୁ ଓ ପିଚ ସହ ଖାପ ଖୁଇବା ପାଇଁ ଏହା…

Read More