Author: Aradhana

ମର୍ଣ୍ଣିଂ ୱାକ୍‍ ବା ଜଗିଂର ୫ ଉପକାର ମାନସିକ ଶାନ୍ତି ଯୋଗାଏ ଶାରୀରିକ ଶକ୍ତି ବଢ଼ାଏ ମର୍ଣ୍ଣିଂ ଓ୍ୱାକ୍ ବା ଜଗିଂ କେବଳ ଫିଟ୍ ରହିବାର ଏକ ଉପାୟ ନୁହେଁ, ଶିରୀରିକ ସୁସ୍ଥତା ଦୃଷ୍ଟିକୋଣରୁ ଏହା ଅତ୍ୟାବଶ୍ୟକ କାର୍ଯ୍ୟ ହୋଇଯାଇଛି।  ଆପଣ ଜଣେ ପେସାଦାର ଆଥେଲଟ ହୋଇପାରନ୍ତି କିମ୍ବା ନୂଆ କରି ମର୍ଣ୍ଣି ଜଗିଂ ଆରମ୍ଭ କରୁଛନ୍ତି, ସକାଳୁ ସକାଳୁ ଜୋତା ପିନ୍ଧି ଏକ ହାଲ୍‍କା ଦୌଡ ଲଗାଇବାରେ ନିଅରା ମଜା ରହିଛି। ଏହା ଆପଣଙ୍କୁ ମାନସିକ ଶାନ୍ତି ଦେବ ନିଶ୍ଚୟଁ। ଏଥିସହ ଅନେକ ସ୍ୱାସ୍ଥ୍ୟ ଜନିତ ଉପକାରରେ ଲାଗିବ। ଆପଣଙ୍କ ଭାଷାରେ ମର୍ଣ୍ଣିଂ ୱାକ୍‍ ହୋଇପାରେ।  କାହା ପାଇଁ ଜଗିଂ କିମ୍ବା ସକାଳ ଦୌଡ ମଧ୍ୟ ହୋଇପାରେ। ଏଥିରେ ଅନେକ ଫାଇଦା ରହିଛି। ସକାଳ ଦୌଡର ୫ଟି ଉପକାର ଉପରେ ଆାସନ୍ତୁ ନଜର ପକାଇବା। ଆପଣଙ୍କ ଦିନକୁ ଶୀଘ୍ର ଆରମ୍ଭ କରିବା ଏବଂ ବାକି ଦିନ ପାଇଁ ଏକ ସକରାତ୍ମକ…

Read More