Author: Aradhana

ଜିଦରେ ଅଟଳ ଭାରତ ପାକିସ୍ତାନ ଯିବାକୁ ନାରାଜ ପାକିସ୍ତାନ ହରାଇପାରେ ଆୟୋଜନ ଅଧିକାର ଏକଦା ରୋମାଞ୍ଚ ହରାଇ ଆଇସିସି କ୍ରୀଡ଼ାସୂଚୀରୁ ବାଦ ପଡ଼ିଥିବା ଚାମ୍ପିଅନ୍ସ ଟ୍ରଫି ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନକୁ ଆୟୋଜନ ଅଧିକାର ମିଳିଛି। ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ଭାରତୀୟ ଦଳ ବର୍ତ୍ତମାନ ପାକିସ୍ତାନ ଯାତ୍ରା କରିବାକୁ ଚାହୁଁନାହିଁ। ଫଳରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଶଙ୍କା ଦେଖାଦେଇଛି। ଆସନ୍ତା ବର୍ଷ ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି । କରାଚୀ, ଲାହୋର ଓ ରାୱଲପିଣ୍ଡିରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଜୋରଦାର ପ୍ରସ୍ତୁତିରେ ଲାଗି ପଡ଼ିଛି । ଷ୍ଟାଡିୟମ ଗୁଡ଼ିକର ପୁନରୁଦ୍ଧାର ହେଉଛି । କିନ୍ତୁ ବିସିସିଆଇର ନିଷ୍ପତ୍ତିକୁ ନେଇ ଏବେ ପାକିସ୍ତାନର ଚିନ୍ତା ବଢି ଯାଇଛି। ଭାରତ ସରକାର ଟିମ୍ ଇଣ୍ଡିଆକୁ ପାକିସ୍ତାନ ଗସ୍ତରେ ପଠାଇବାକୁ ରାଜି ନୁହଁନ୍ତି । ଏ…

Read More