Author: Aradhana

ଇଣ୍ଡିଆ ବୁଲିଅନ୍ ଆସୋସିଏସନ୍ ର ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ସୁଦ୍ଧା ଭାରତରେ ସୁନା ଦର ୧୦ ଗ୍ରାମ/ଭରି ପିଛା ୭୫,୨୧୦ ଟଙ୍କାକୁ ଖସିଆସିଛି। ଅକ୍ଟୋବର ୯ ରେ ସୁନା ଦର ୭୫,୦୬୦ ଟଙ୍କା ରହିଥିଲା। ଯାହାକି ସର୍ବନିମ୍ନ ଦର ରହିଥିଲା। ଅକ୍ଟୋବର ୨୩ତାରିଖରେ ଦର ୮୧,୫୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଅକ୍ଟୋବର ୩୧ରେ ଦାମ ପୂନର୍ବାର ହ୍ରାସ ପାଇ ୭୮,୬୭୦ ଟଙ୍କାରେ ପହଞ୍ଚିଥିଲା। ପାର୍ବଣ ଋତୁ ପରେ ଚାହିଦା ହ୍ରାସ ପାଇବା ପରେ ସୁନା ଦର ଯଥେଷ୍ଟ ହ୍ରାସ ପାଇଛି। ଆମେରିକା ନିର୍ବାଚନ ଫଳାଫଳ ପରେ ସୁନା ଦରରେ ସୁଧାର ଦେଖିବାକୁ ମିଳିଥିଲା । ବିଶ୍ୱ ବଜାରରେ ମଧ୍ୟ ଜିନିଷର ଚାହିଦା ହ୍ରାସ ପାଇଛି ଯାହା ସ୍ଥାନୀୟ ମୂଲ୍ୟକୁ ସିଧାସଳଖ ପ୍ରଭାବିତ କରିଛି । ବିଜ୍ଞାପନ ଚାହିଦା ଅନୁଯାୟୀ ହ୍ରାସ ଜାରି ରହିଛି। ବିଶ୍ୱ ଦରବାରରେ ସୁନା ମୂଲ୍ୟ ହ୍ରାସ ପାଇ ୨,୬୨୪ ଡଲାରରେ ପହଞ୍ଚିଛି । ମଙ୍ଗଳବାର…

Read More