Author: Aradhana

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୨୬ ନଭେମ୍ବର ୨୦୨୪ରେ ଭାରତୀୟ ବଜାରରେ ଦୁଇଟି ନୂଆ ଇଲେକ୍ଟ୍ରିକ୍ ଏସ୍ୟୁଭି ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ଗତ କିଛି ବର୍ଷ ଧରି ଏକ୍ସଇଭି ଏବଂ ବିଇ ସବ୍ ବ୍ରାଣ୍ଡ ଅଧୀନରେ ଏକାଧିକ ଇଲେକ୍ଟ୍ରିକ୍ ଏସୟୁଭି ମଡେଲ ଉପରେ କାମ କରୁଛି । ଗତବର୍ଷ ଅଗଷ୍ଟ ୧୫ ରେ ଏହି ଇଲେକ୍ଟ୍ରିକ୍ ଏସ୍ୟୁଭିକୁ କନସେପ୍ଟ ଆକାରରେ ପ୍ରଦର୍ଶିତ କରିବା ସହ ୨୦୨୪ ଶେଷ ସୁଦ୍ଧା ଭାରତରେ ଏହି ଦୁଇଟି ଇଭି ଲଞ୍ଚ କରାଯିବ ବୋଲି ଘୋଷଣା କରିଥିଲା। ତେଣୁ ପ୍ରଥମ ଦୁଇଟି ଇଲେକ୍ଟ୍ରିକ୍ ଏସ୍ୟୁଭି ଯଥା ବିଇ ୬ଇ ଏବଂ ଏକ୍ସଇଭି ୯ଇ କିଛି ସପ୍ତାହ ପରେ ଉତ୍ପାଦନ-ସ୍ପେକ୍ ଆକାରରେ ବିଶ୍ୱ ପ୍ରିମିୟର ହେବ। ମହିନ୍ଦ୍ରା ବିଇ ଇ୬ ମହିନ୍ଦ୍ରା ବିଇ ଇ୬ ଇଲେକ୍ଟ୍ରିକ୍ ଏସ୍ୟୁଭିକୁ ୫ ସିଟ୍ ବିଶିଷ୍ଟ ମଡେଲ୍ ଭାବେ ଏମ୍ ଜି ଜେଡ୍ ଏସ୍ ଇଭି, ଟାଟା କର୍ଭ୍ ଇଭି ଏବଂ ବିୱାଇଡି…

Read More