Author: Aradhana

୨ ଶତକ, ୨୩ଛକା, ୧୪.୧୫ ହାରରେ ୨୮୩ରନ୍ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ ୧୩୫ ରନରେ ବିଜୟ ହାସଲ କରି ୩-୧ରେ ସିରିଜ କବଜା କରିଛି। ଯୁବ ଟିମ ଇଣ୍ଡିଆ ଏହି ମ୍ୟାଚରେ ଅନେକ ରେକର୍ଡ ସ୍ଥାପନ କରିଥିଲା । ଦ୍ୱିତୀୟ ସର୍ବାଧିକ ରନ୍ ଠାରୁ ଆରମ୍ଭ କରି ସର୍ବ ବୃହତ୍ ଭାଗିଦାରୀ ଭଳି ଅନେକ ରେକର୍ଡ ସ୍ଥାପନ ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୧/୨୮୩ ରନ ସଂଗ୍ରହ କରିଥିଲା। ଟି-ଟ୍ୱେଣ୍ଟି ଇତିହାସରେ ଏହା ପଞ୍ଚମ ସର୍ବ ବୃହତ୍‍ ଭାଗିଦାରୀ ରେକର୍ଡ ରହିଥିଲା। ଭାରତ ପକ୍ଷରୁ ରହିଥିଲା ଦ୍ୱତୀୟ ସର୍ବବୃହତ୍‍ ସ୍କୋର। ଗତ ବାଂଲାଦେଶ ବିପକ୍ଷ ତୃତୀୟ ମ୍ୟାଚରେ ଭାରତ ୬ୱିକେଟ୍ ବିନିମୟରେ ୨୯୭ ରନ୍ ସଂଗ୍ରହ କରିଥିଲା । ସଞ୍ଜୁ ଉକ୍ତ ମ୍ୟାଚରେ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ୧ୱିକେଟ…

Read More