Author: Aradhana

 ଇନିଂସରେ ନେଲେ ୧୦ ୱିକେଟ୍  ରଣଜୀ ଟ୍ରଫିରେ ତୃତୀୟ ବୋଲର ହରିଆନାର ଯୁବ ପେସ୍ ବୋଲର ଅଂଶୁଲ କାମ୍ବୋଜ ଚଳିତ ରଣଜୀ ଟ୍ରଫି ପଞ୍ଚମ ରାଉଣ୍ଡରେ ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି । କେରଳ ବିପକ୍ଷ ଏଲିଟ୍ ଗ୍ରୁପ-ସିର ଏକ ମ୍ୟାଚର ଗୋଟିଏ ଇନିଂସରେ କାମ୍ବୋଜ ସମସ୍ତ ୧୦ଟି ଯାକ ୱିକେଟ୍ ଅକ୍ତିଆର କରିଛନ୍ତି । ସେ ରଣଜୀ ଟ୍ରଫି ଇତିହାସରେ ତୃତୀୟ ତଥା ଭାରତର ଷଷ୍ଠ ବୋଲର ଭାବେ ଗୋଟିଏ ଇନିଂସରେ ସମସ୍ତ ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ଉକ୍ତ ମ୍ୟାଚରେ କେରଳ ପ୍ରଥମ ଇନିଂସରେ ୨୯୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । କାମ୍ବୋଜ ୩୦.୧ ଓଭର ବୋଲିଂ କରି ୪୯ ରନ୍‍ରେ ୧୦ଟି ୱିକେଟ୍ ନେଇଥିଲେ । ସେ ମଧ୍ୟ ୧୦ଟି ମେଡେନ ଓଭର ବୋଲିଂ କରିଥିଲେ । କାମ୍ବୋଜଙ୍କ ପୂର୍ବରୁ ବେଙ୍ଗଲର ପ୍ରେମାଂଶୁ ଚାଟ୍ଟାର୍ଜି ଓ ପ୍ରଦୀପ ସୁନ୍ଦରାମିନ ରଣଜୀ ଟ୍ରଫିରେ…

Read More