Author: Aradhana

୨୦୪ଜଣଙ୍କ ଉପରେ ଲାଗିବ ମୋହର ସୂର୍ଯ୍ୟବଂଶୀ ସର୍ବ କନିଷ୍ଠ, ଆଣ୍ଡରସନ ବୟୋଜ୍ୟେଷ୍ଠ ଆଗାମୀ ଆଇପିଏଲ୍-୧୮ ମେଗା ନିଲାମ ପାଇଁ ବିସିସିଆଇ ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ ପାଇଛି । ନାମ ଦାଖଲ କରିଥିବା ମୋଟ୍ ୧୫୭୪ଜଣଙ୍କ ମଧ୍ୟରୁ ବଛା ବଛି କରି ୫୭୪ଜଣ ଖେଳାଳିଙ୍କୁ ଚୂଡ଼ାନ୍ତ କରାଯାଇଛି । ଏମାନଙ୍କ ମଧ୍ୟରେ ୩୬୬ଜଣ ଭାରତୀୟ ଓ ୨୦୮ ଜଣ ବିଦେଶୀ ଓ ୩ଜଣ ଆଇସିସି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ରର ଖେଳାଳି ରହିଛନ୍ତି । ୨୪ ଓ ୨୫ ତାରିଖରେ ମେଗା ନିଲାମ ଅନୁଷ୍ଠିତ ହେବ । ଭାରତୀୟ ସମୟ ଦିନ ୧୨.୩୦ରେ ନିଲାମ କାର୍ଯ୍ୟ ଆରମ୍ଭ ହେବ । ତାଲିକାରେ ରହିଛନ୍ତି ମୋଟ୍‍ ୩୩୦ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିବା ଖେଳାଳି। ଏଥିମଧ୍ୟରୁ ୩୧୮ ଜଣ ଭାରତୀୟ ଓ ୧୨ ଜଣ ବିଦେଶୀ ଖେଳାଳି । ମହେନ୍ଦ୍ର ସିଂହ ଧୋନି, ମୋହିତ ଶର୍ମା ଓ ସନ୍ଦିପ ଶର୍ମା ମଧ୍ୟ ଏହି ତାଲିକାରେ ରହିଛନ୍ତି…

Read More