Author: Aradhana

ନୋରା ଫତେହି ଜଣେ କାନାଡିଆନ, ମଡେଲ,ଅଭିନେତ୍ରୀ ଏବଂ ଗାୟିକା ଯିଏ କି ଭାରତୀୟ ଚଳଚ୍ଚିତ୍ର ଜଗତରେ ତାଙ୍କର କାମ ପାଇଁ ଜଣାଶୁଣା । ନୋରା ଫତେହି ମୋରୋକ୍କୋ କାନାଡିଆନ ପରିବାରରୁ ଆସିଥିଲେ ଏବଂ କାନାଡାରେ ଜନ୍ମ ଗ୍ରହଣ କରିଥିଲେ । ନୋର ଫତେହୀ ଟେମ୍ପର ଏବଂ କିକ୍-୨ ଭଳି ଚଳଚ୍ଚିତ୍ରରେ ନିଜର ସ୍ୱତନ୍ତ୍ର ଅଭିନୟ ଗୀତ ପାଇଁ ତେଲୁଗୁ ଚଳଚ୍ଚିତ୍ରରେ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଦୁଇଟି ମାଲାୟାଲମ ଚଳଚ୍ଚିତ୍ର ଡବଲ ବ୍ୟାରେଲ ଏବଂ କାୟାମ୍କୁଲମ କୋଚୁନ୍ନିରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୫ରେ ଫତେହି ରିଆଲିଟି ଟେଲିଭିଜନ ଶୋ’ ବିଗ୍ ବସ୍ ରେ ପ୍ରତିଯୋଗୀଭାବେ ଭାଗ ନେଇଥିଲେ। ୨୦୧୬ରେ ସେ ରିଆଲିଟି ଟେଲିଭିଜନ ଡ୍ୟାନ୍ସ ସୋ’ ଝଲକ ଦିଖଲା ଜା ରେ ଭାଗ ନେଇଥିଲେ । ସେ ବଲିଉଡ ଚଳଚ୍ଚିତ୍ର ସତ୍ୟମେବ ଜୟତେ ରେ ନଜର ଆସିଥିଲେ ଯେଉଁଠାରେ ସେ “ଦିଲବର” ଗୀତର ପୁନଃନିର୍ମିତ ସଂସ୍କରଣରେ ଅଭିନୟ କରିଥିଲେ ଏବଂ…

Read More