Author: Aradhana

ଏସବିଆଇ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ପିଏନବି, କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ୟେସ ବ୍ୟାଙ୍କର ଫିକ୍ସଡ ଡିପୋଜିଟ୍ କୁ ଅକାଳ ଉଠାଣ ପାଇଁ ଜରିମାନା ଶୁଳ୍କ କେତେ ରହିଛି ସେ ବିଷୟରେ ଏଠାରେ ସୂଚନା କରାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ଜମାକାରୀଙ୍କୁ ସମୟ ପୂର୍ବରୁ ନିଜର ଫିକ୍ସଡ ଡିପୋଜିଟ ଉଠାଇବାକୁ ପଡିଥାଏ । ଏଥିପାଇଁ ଗ୍ରାହକ କିମ୍ବା ଜମାକାରୀ ଙ୍କୁ ବ୍ୟାଙ୍କରୁ ଏଫଡି ଉଠାଇବାକୁ ଅନୁମତି ଦିଆଯାଏ, କିନ୍ତୁ ଏଥିପାଇଁ ବ୍ୟାଙ୍କ ଜରିମାନା ଆକାରରେ ଏକ ରାଶି ଆଦାୟ କରି ଜମା ରାଶିରୁ କାଟି ଦିଆଯାଏ । ଯଦି ଆପଣ ବ୍ୟାଙ୍କରେ ଜମା କରିଥିବା ଆପଣଙ୍କର ଏଫଡିକୁ ସମୟ ପୂର୍ବରୁ ଉଠାଇବାକୁ ଯୋଜନା କରୁଛନ୍ତି, ତେବେ ଆପଣ ଜାଣିଥିବେ ଯେ ଏଫଡି ଉପରେ ବ୍ୟାଙ୍କ ଆପଣଙ୍କ ଠାରୁ କେତେ ଜରିମାନା ଆଦାୟ କରିଥାଏ । ଫିକ୍ସଡ ଡିପୋଜିଟ୍ ଉଠାଇବା ପାଇଁ ଜରିମାନା କେତେ? ଏଫଡିକୁ ଏହାର ତାରିଖ…

Read More