Author: Aradhana

ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ନେବାର ଅଧିକ ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତିରେ ଆତ ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ହୃତ୍ ପିଣ୍ଡର ଯତ୍ନ ନେବା ସହିତ ଏଥିରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ସହଜରେ ଉପଲବ୍ଧ ଏହି ଫଳକୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଉଚିତ୍ । ଜଙ୍ଗଲରେ ମିଳୁଥିବା ଆତ ଏକ ଅତ୍ୟନ୍ତ ମଧୁର ଓ ସ୍ୱାଦିଷ୍ଟ ଫଳ । ଏହାର ସ୍ୱାଦ ଭାରି ରହିଥାଏ । ଏହାର ବାହ୍ୟ ଚର୍ମ ସବୁଜ ଓ ରୁକ୍ଷ ହୋଇଥାଏ । ଭିତରେ ଏକ ଧଳା ମାଂସଯୁକ୍ତ ଅଂଶ ଥାଏ ଯେଉଁଥିରେ କଳା ମଞ୍ଜି ଥାଏ । ଏହି ଫଳ ସାଧାରଣତଃ ଶୀତ ଦିନେ ମିଳିଥାଏ । ଆତ ରେ ଭିଟାମିନ୍ ବି୬, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଭରପୂର ମାତ୍ରାରେ ରହିଥାଏ, ଯାହା ପାଚନ କ୍ରିୟାରେ ଉନ୍ନତି ଆଣିଥାଏ। ଏହା ବ୍ୟତୀତ ଏଥିରେ ପ୍ରାକୃତିକ ଚିନି ମିଳିଥାଏ, ଯାହା…

Read More