Author: Aradhana

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ମାସରେ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ଦେଖାଯାଇଥାଏ, ଜନ୍ମ ମାସରୁ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି ଜାଣିବାକୁ ମିଳିଥାଏ । ଡିସେମ୍ବର ମାସ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି ।  ଭାଗ୍ୟଶାଳୀ ରଙ୍ଗ କ’ଣ ଡିସେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ସୂର୍ଯ୍ୟ ଓ ମଙ୍ଗଳ ଏହି ଦୁଇ ଗ୍ରହଙ୍କ ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଡିସେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ଏକ ଭିନ୍ନ ଆକର୍ଷଣ ଥାଏ, ଯେଉଁକାରଣରୁ ଡିସେମ୍ବରରେ ଜନ୍ମିତ ଲୋକମାନେ ଆପେ ଆପେ ନିଜ ଆଡକୁ ଆକର୍ଷିତ ହୁଅନ୍ତି । ଡିସେମ୍ବର ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ତୀକ୍ଷ୍ଣ ମନ ଓ ବୁଦ୍ଧିରେ ଭରପୂର ହୋଇଥାନ୍ତି। ଏଥିସହିତ ଲୋକମାନେ ହୃଦୟରୁ ବହୁତ ଦୟାଳୁ ହୋଇଥାନ୍ତି।ଏଥିସହିତ ଏହି ଲୋକମାନେ ଅତ୍ୟନ୍ତ ଚତୁର ସ୍ୱଭାବର ହୋଇଥାନ୍ତି, ସେମାନେ ନିଜ କଥାରେ ଶତ୍ରୁଙ୍କ ସହ ବନ୍ଧୁତା ମଧ୍ୟ କରିଥାନ୍ତି…

Read More