Author: Aradhana

visa Free Countries For Indians: ବିଶ୍ୱର କେଉଁ ଦେଶରେ ଭାରତୀୟଙ୍କୁ ଭିସା ନେବାର ଆବଶ୍ୟକତା ନାହିଁ । ଆସନ୍ତୁ ଜାଣିବା ଏହି ସବୁ ଦେଶ ବିଷୟରେ ଯେଉଁଠି ଆପଣ ବିନା ଭିସାରେ ବୁଲିପାରିବେ । ଭାରତ ଏକ ବହୁତ ବଡ ଦେଶ ଏବଂ ପ୍ରତିବର୍ଷ ଭାରତରୁ ଅନେକ ପର୍ଯ୍ୟଟକ ବିଶ୍ୱକୁ ଆସନ୍ତି । ଅନେକ ପର୍ଯ୍ୟଟକ ଭାରତର ବିଭିନ୍ନ ରାଜ୍ୟ ବୁଲିବାକୁ ଯାଉଥିବାବେଳେ ବିଦେଶ ବୁଲିବାକୁ ଅନେକ ପର୍ଯ୍ୟଟକ ଯାଇଥାନ୍ତି । ଅନେକ ଲୋକ ବିଦେଶ ଗସ୍ତ ପାଇଁ ଟଙ୍କା ସଂଗ୍ରହ କରି ଯୋଜନା କରିଥାନ୍ତି । ଏହା ସହିତ କେଉଁ ସ୍ଥାନରେ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ମଧ୍ୟ ଯୋଜନା ହୋଇଥାଏ । ଏଥିରେ ବିମାନ ଭଡ଼ା, ହୋଟେଲ ଭଡ଼ା ଏବଂ ଭିଜା ଟଙ୍କା ଅନ୍ତର୍ଭୁକ୍ତ । କିନ୍ତୁ ଆଉ ଆପଣଙ୍କୁ ଭିସା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ତଥାପି ଯଦି…

Read More