Author: Aradhana

Banana Benefits: କଦଳୀରେ ପୋଟାସିୟମ୍, ଡାଏଟ୍ରି ଫାଇବର, ଭିଟାମିନ୍ ସି, ବି୬, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍ ଆଦି ଅନେକ ପୋଷକ ତତ୍ତ୍ୱ ରହିଥାଏ। କିଛି ଲୋକ ସକାଳ ଜଳଖିଆରେ ଅଧିକ ଫଳ ଖାଇଥାନ୍ତି । କଦଳୀ ଏମିତି ଏକ ଫଳ ଯାହା ୧୨ ମାସରେ ମିଳିଥାଏ । ଏହା ଅନ୍ୟ ଫଳ ତୁଳନାରେ ଶସ୍ତା, ତେଣୁ ଲୋକମାନେ ଏହାକୁ ଅଧିକ ଖାଆନ୍ତି । ଗୋଟିଏ କଦଳୀ ଖାଇବା ଦ୍ୱାରା ଆପଣ ଦିନସାରା ଶକ୍ତିରେ ଭରପୂର ରହିପାରିବେ । କଦଳୀରେ ପୋଟାସିୟମ୍, ଡାଏଟ୍ରି ଫାଇବର, ଭିଟାମିନ୍ ସି, ବି୬, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍ ଆଦି ଅନେକ ପୋଷକ ତତ୍ତ୍ୱ ରହିଥାଏ। କିଛି ଲୋକ ସକାଳ ଜଳଖିଆରେ ଅଧିକ ଫଳ ଖାଇଥାନ୍ତି । ଏଭଳି ପରିସ୍ଥିତିରେ କିଛି ଲୋକ ଖାଲି ପେଟରେ କଦଳୀ ଖାଆନ୍ତି ତ ଆଉ କିଛି ଖାଆନ୍ତି ନାହିଁ । ଏଠାରେ ଜାଣିବା ଜରୁରୀ ସକାଳେ ଖାଲି ପେଟରେ କଦଳୀ ଖାଇବାଦ୍ୱାରା  ଫାଇଦା ମିଳିଥାଏ…

Read More