Author: Aradhana

Parenting Tips : ପିଲାମାନଙ୍କୁ ଭଲ ସ୍ପର୍ଶ ଏବଂ ଖରାପ ସ୍ପର୍ଶ ବିଷୟରେ ବୁଝାଇବା ବିଶେଷ କରି ସେମାନଙ୍କ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଯାହାଦ୍ୱାରା ଆପଣଙ୍କ ପିଲା କୌଣସି ଅସୁବିଧାରେ ପଡ଼ିବା ପୂର୍ବରୁ ନିଜକୁ ବଞ୍ଚାଇ ଥାଏ । ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ତାଙ୍କ ପିଲା ବୁଦ୍ଧିମାନ ହୁଅନ୍ତୁ, ତେଣୁ ଆପଣ ପିଲାଙ୍କୁ କିଛି ଜିନିଷ ଶିଖାଇବା ଉଚିତ।  ପ୍ରଥମେ ପିଲାଙ୍କୁ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ବିଷୟରେ ବୁଝାଇ ଦିଅନ୍ତୁ । ପିଲାମାନେ ଏହାକୁ ବୁଝିବା ଅତ୍ୟନ୍ତ ଜରୁରୀ । ଖାଲି ସେତିକି ନୁହେଁ ଏହି ସବୁ କଥାକୁ ଧ୍ୟାନରେ ରଖି ଆପଣଙ୍କ ପିଲା ଯେ କୌଣସି ପ୍ରକାର ଯୌନ ନିର୍ଯାତନାରୁ ନିଜକୁ ରକ୍ଷା କରିପାରିବ। ଆସନ୍ତୁ ଜାଣିବା ପିଲାମାନଙ୍କୁ କିପରି ବୁଝିବେ। ପିଲାମାନଙ୍କୁ ଭଲ ସ୍ପର୍ଶ ଏବଂ ଖରାପ ସ୍ପର୍ଶ ବିଷୟରେ ବୁଝାନ୍ତୁ ପିଲାମାନଙ୍କୁ ଭଲ ସ୍ପର୍ଶ ଏବଂ ଖରାପ ସ୍ପର୍ଶକୁ ସରଳ…

Read More