Author: Aradhana

Lipstick : ନୟନତାରା ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ ସେ କିପରି ତାଙ୍କ ଓଠର ସୌନ୍ଦର୍ଯ୍ୟକୁ ବଢ଼ାଇଥାନ୍ତି। ସେ କହିଛନ୍ତି ଯେ ସେ ପ୍ରଥମେ ଓଠରେ ଫାଉଣ୍ଡେସନ ବ୍ୟବହାର କରିବା ପରେ ଓଠରେ ଲିପଷ୍ଟିକ୍‍ ଲଗାଇଥାନ୍ତି ଯାହାଦ୍ୱାରା ଓଠ ସୁନ୍ଦର ଦେଖାଯାଏ। ଆଲିଆ ଭଟ୍ଟଙ୍କ ପରେ ସାଉଥର ଲେଡି ସୁପରଷ୍ଟାର ନୟନତାରା ଲିପଷ୍ଟିକ୍‍ ଲଗାଇବାର ଉପଯୁକ୍ତ ଉପାୟ କ’ଣ ବୋଲି କହିଛନ୍ତି। ତେବେ ଆସନ୍ତୁ ଜାଣିବା ସେଲିବ୍ରିଟିଙ୍କ ଭଳି ପ୍ରାକୃତିକ ଏବଂ କୋମଳ ଓଠ ପାଇବା ପାଇଁ କ’ଣ କରିବେ। ସାଉଥ ଅଭିନେତ୍ରୀ ନୟନତାରା କହିଛନ୍ତି, ‘ମୁଁ କେବେ ବି ମୋ ଲିପଷ୍ଟିକ୍‍କୁ ପୋଛେ ନାହିଁ। ମୁଁ ସାଧାରଣତଃ ମୋର ଓଠର ପ୍ରାକୃତିକ, ନରମ ଏବଂ ଗୁଡ଼ ଲୁକ୍ ପାଇଁ ଲିପଷ୍ଟିକ୍ ଲଗାଇଥାଏ। ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପରେ ସାଉଥର ଲେଡି ସୁପରଷ୍ଟାର ନୟନତାରା ନିଜର ମେକଅପ୍‍ର ରହସ୍ୟ ଖୋଲିଛନ୍ତି। ଲିପଷ୍ଟିକ୍ ଲଗାଇବା ସମୟରେ ଓଠକୁ ଆହୁରି ସୁନ୍ଦର…

Read More