Author: Aradhana

ପାନ୍ ୨.୦ ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଟିକସଦାତାମାନେ ପାନ୍ କାର୍ଡକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏବେ ପାନ୍ କାର୍ଡକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ନୂଆ ପାନ୍ ର ବିଶେଷତ୍ୱ ଏବଂ ଆପଣଙ୍କୁ ମଧ୍ୟ ଏହାକୁ ତିଆରି କରିବାକୁ ପଡ଼ିବ କି? ମୋଦି ସରକାର କ୍ୟାବିନେଟ ବୈଠକରେ ଟିକସଦାତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପାନ୍ ୨.୦ ପ୍ରକଳ୍ପକୁ ଅନୁମୋଦନ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ପ୍ରକଳ୍ପ ପାଇଁ ସରକାର ୧୪୩୫ କୋଟି ଟଙ୍କା ଖର୍ଚ୍ଚ କରିବେ। ପାନ୍ ୨.୦ ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଟିକସଦାତାମାନେ ପାନ୍ କାର୍ଡକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ପାନ୍ କାର୍ଡକୁ ନେଇ ଟିକସଦାତାଙ୍କ ମନରେ ଅନେକ ପ୍ରଶ୍ନ ରହିଛି, ସେମାନଙ୍କ ପାଖରେ ଥିବା ପାନ୍ କାର୍ଡର କୌଣସି ଲାଭ ନାହିଁ କି, ଏହା ବଦଳରେ…

Read More