Author: Aradhana

ହୃ ଦ୍‍ଘାତ ହେଲେ ଛାତି କମ୍ପ୍ରେସନ ଏକ ପ୍ରକାର ଜରୁରୀକାଳୀନ ଜୀବନ ରକ୍ଷାକାରୀ କୌଶଳ ହୋଇପାରେ, ଯାହା ହୃଦୟ ସ୍ପନ୍ଦନ ବନ୍ଦ କରିବା ସମୟରେ ରୋଗୀକୁ ବଞ୍ଚାଯାଇପାରିବ। ହୃଦ୍‍ଘାତ ଛାତିରେ ଯନ୍ତ୍ରଣା ଓ ଆଜିକାଲି ଆମର ଭୁଲ ଅଭ୍ୟାସ ଯୋଗୁଁ ଅନେକ ବିପଜ୍ଜନକ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ କିଛିବର୍ଷ ମଧ୍ୟରେ ହୃଦ୍‍ଘାତ ମାମଲା ବୃଦ୍ଧି ପାଇଛି। ଖରାପ ଜୀବନଶୈଳୀ ଯୋଗୁଁ ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ଏହି ରୋଗଗୁଡ଼ିକ ଏପରି ହୋଇଥାଏ ଯେ ଏହା ତୁରନ୍ତ ମୃତ୍ୟୁର କାରଣ ହୋଇପାରେ । ମେଡିକାଲ ଜର୍ଣ୍ଣାଲ ଡି ଲାନସେଟ୍ ଅନୁଯାୟୀ, ଦେଶରେ ପ୍ରତିବର୍ଷ ହଠାତ୍ ହୃଦଘାତରେ ୫ରୁ ୬ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୫୦ ବର୍ଷରୁ କମ୍। ହୃଦଘାତ ହେଲେ ପ୍ରାଥମିକ ଚିକିତ୍ସାକୁ ନେଇ ଅନେକ ଦାବି ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଛାତି ଚାପିବା। କୁହାଯାଏ ଯେ ଉଭୟ…

Read More