Author: Aradhana

AIDS : ଉପମହାେଦଶ-ସାହାରା ଆଫ୍ରିକା, ଏଚଆଇଭି ଦ୍ୱାରା ସର୍ବାଧିକ ପ୍ରଭାବିତ ଅଞ୍ଚଳ।  ପୂର୍ବ ୟୁରୋପ ଓ ମଧ୍ୟପ୍ରାଚ୍ୟରେ  ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏକ ନୂତନ ଲାନ୍ସେଟ୍ ଅଧ୍ୟୟନରେ ଏଚଆଇଭି ମୁକାବିଲାରେ ଉଲ୍ଲେଖନୀୟ ଅଗ୍ରଗତି ରିପୋର୍ଟ ନଜରକୁ ଆସିଛି , ୨୦୧୦ରେ ନୂତନ ସଂକ୍ରମଣରେ ୨୦% ଏବଂ ୪୦% ହ୍ରାସ ଘଟିଛି । ଏକ ନୂତନ ଲାନସେଟ୍ ଅଧ୍ୟୟନ ଏଚଆଇଭି ସଂକ୍ରମଣ ଏବଂ ଏଡ୍‍ସ ଜନିତ ମୃତ୍ୟୁ ହ୍ରାସ କରିବାରେ ବିଶ୍ୱବ୍ୟାପୀ ଉଲ୍ଲେଖନୀୟ ଅଗ୍ରଗତି ପ୍ରକାଶ କରିଛି। ଗବେଷଣାରୁ ଜଣାପଡ଼ିଛି ଯେ ୨୦୧୦ ଦଶକରେ ନୂତନ ଏଚଆଇଭି ସଂକ୍ରମଣରେ ୨୦% ହ୍ରାସ ଘଟିଛି ତା ସହିତ ଏଡ୍‍ସ ଜନିତ ମୃତ୍ୟୁ ସଂଖ୍ୟା ୪୦% ହ୍ରାସ ଘଟିଛି । ତେବେ ୨୦୨୩ରେ ଚିହ୍ନଟ ହୋଇଛି  ୧.୩ ନିୟୁତ ନୂଆ ଏଚ୍ଆଇଭି ମାମଲା ।  ୨୦୩୦ ସୁଦ୍ଧା ଏଡ୍‍ସକୁ ଜନସ୍ୱାସ୍ଥ୍ୟ ବିପଦରୂପେ ଶେଷ କରିବା ପାଇଁ ମିଳିତ ଜାତିସଂଘର ଲକ୍ଷ୍ୟ ରଖିଛି ।…

Read More