Author: Aradhana

କ୍ୟାଟ୍ରିନା କୈଫ୍ ବଲିଉଡର ଟପ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ନିଜର ଦମଦାର ଅଭିନୟ ସହିତ କ୍ୟାଟ୍ ନିଜର ଫ୍ୟାସନ ସେନ୍ସ ପାଇଁ ମଧ୍ୟ ଜଣାଶୁଣା । ଅଭିନେତ୍ରୀଙ୍କୁ ପଞ୍ଜାବୀ କୁଡ଼ି ଲୁକରେ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା ।କ୍ୟାଟ୍ରିନା କୈଫ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି । ଏହି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ଏବଂ ଦୃଢ଼ ଅଭିନୟ ପାଇଁ ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି । ଏଥିସହିତ ତାଙ୍କ ଏୟାରପୋର୍ଟ ଲୁକ୍ ପାଇଁ ତାଙ୍କୁ ସବୁବେଳେ ପ୍ରଶଂସା ମିଳିଥାଏ। ଅଭିନେତ୍ରୀ ସୁଟ୍ ପିନ୍ଧି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ତାଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ହୃଦୟ ଲୁଟି ନେଉଛି।ଅଭିନେତ୍ରୀ ହଳଦିଆ ରଙ୍ଗର ସଲୱାର ସୁଟ୍ ଏବଂ ମେଚିଂ ଦୁପଟା ପିନ୍ଧିଥିଲେ। ପଞ୍ଜାବୀ କୁଡ଼ି ପୋଷାକ ପିନ୍ଧି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ କ୍ୟାଟ୍ରିନା କୈଫ୍ । ଅଭିନେତ୍ରୀ ହଳଦିଆ ରଙ୍ଗର ସଲୱାର ସୁଟ୍ ଏବଂ ମେଚିଂ…

Read More